ପୁଣେ : ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର କ୍ରାସ। ଖରାପ ପାଗ ଓ ପ୍ରବଳ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର ଏଡବ୍ଲ୍ୟୁ ୧୩୯। ହେଲିକପ୍ଟରରେ କ୍ୟାପଟେନଙ୍କ ସମେତ ୪ ଜଣ ଥିବା ସୂଚନା। ତେବେ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ମୁମ୍ବାଇ ଜୁହୁଠାରୁ ଉଡାଣ କରିବା ପରେ ଘଟିଥିଲା ଦୁର୍ଘଟଣା। ପୁଣେ ନିକଟସ୍ଥ ପାଉଦ ଇଲାକାରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ କ୍ୟାପଟେନ ଆନନ୍ଦ ଆହତ ହୋଇଥିବା ସୂଚନା। ମୁମ୍ବାଇରୁ ହାଇଦ୍ରାବାଦ ଯିବାବେଳେ ଘଟିଥିଲା ଦୁର୍ଘଟଣା।
Views: 61











