The Ultimate Managed Hosting Platform
ADVERTISEMENT

ବିରୋଧୀ କ୍ଷମା ମାଗନ୍ତୁ-ଟଙ୍କଧର

Facebook
Twitter
LinkedIn

ଭୁବନେଶ୍ୱର : ବିରୋଧୀ ଭାବେ କିପରି କାର୍ଯ୍ୟ କରାଯାଏ ଶିଖି ନାହାନ୍ତି । ଗୃହ ଭିତରେ ମନ୍ତ୍ରୀଙ୍କ ପ୍ରତି ଅସୈାଜନ୍ୟ ବ୍ୟବହାର କରୁଛନ୍ତି । ମହିଳା ବାଚସ୍ପତିଙ୍କ କାଗଜ ଫିଙ୍ଗି ଅପମାନିତ କରୁଛନ୍ତି କ୍ଷମା ମାଗନ୍ତୁ । ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଗୃହରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ନେଇ ବିଜେପିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା।ସୂଚନାଯୋଗ୍ୟ, ମଙ୍ଗଳବାର ବି ବିଧାନସଭା କାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ୟାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ଏଣେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login