The Ultimate Managed Hosting Platform
ADVERTISEMENT

ବିବାହ ମଣ୍ଡପରୁ ଟଙ୍କା ଓ ସୁନା ଚୋରୀ ଘଟଣା ; ଅଭିଯୁକ୍ତ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ତାରକା ହୋଟେଲରେ ବିବାହ ମଣ୍ଡପରୁ ଟଙ୍କା ଓ ସୁନା ଚୋରୀ ଘଟଣା । ପୁରୀରୁ ଅଭିଯୁକ୍ତକୁ ଗିରଫ କଲା ବଳିଆପଣ୍ଡା ଥାନା ପୋଲିସ । ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ସୂଚନା । ଭୁବନେଶ୍ୱର ମୈତ୍ରୀବିହାର ଚୋରି ମାମଲାରେ ସମ୍ପୃକ୍ତ ସନେ୍ଦହ । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ଼ର ରିତେଶ ସିଶୋଦିଆ । ରିତେଶ ନିକଟରୁ ଏକ ଟ୍ରଲି ବ୍ୟାଗ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି । ଭୁବନେଶ୍ବରରେ ହୋଇଥିବା ଚୋରି ମାମଲାରେ ମୈତ୍ରୀବିହାର ପୋଲିସ ଅଧିକ ପଚରା ଉଚରା କରିବ ।ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ କଏଦ୍ ହୋଇଥିଲା । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଥିଲା । ତେବେ ପୁରୀର ବଳିଆପଣ୍ଡା ଅଞ୍ଚଳରେ ଏକ ହୋଟେଲରେ ଚୋରି କରୁଥିବା ବେଳେ ଉକ୍ତ ଲୋକକୁ ସ୍ୟିକୁରିଟି ଗାର୍ଡ କାବୁ କରି ପୋଲିସ ଜିମା ଦେଇଛନ୍ତି । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ଼ର ରିତେଶ ସିଶୋଦିଆ ବୋଲି ଜଣାପଡିବଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login