The Ultimate Managed Hosting Platform
ADVERTISEMENT

ବିବାହ ବନ୍ଧନରେ ବ୍ୟାଡମଣ୍ଟନ ଷ୍ଟାର ପିଭି ସିନ୍ଧୁ, ଭେଙ୍କେଟଶ ସାଇ ହେଲେ ଜୀବନସାଥି

Facebook
Twitter
LinkedIn

ଜୟପୁର : ଆଜି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ବାହାଘର । ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିବେ ସିନ୍ଧୁ । ଦକ୍ଷିଣ ଭାରତ ରିତିନୀତି ହେବ ବାହାଘର । ୨୪ରେ ହାଇଦ୍ରା ବାଦରେ ରିସେପସନ ପାର୍ଟି । ନିକଟରେ ସିନ୍ଧୁ ବାହାଘର ଖବର ମିଡିଆରେ ପ୍ରକାଶ କରିଥିଲେ । ଏଥିସହ ନିକଟରେ ତାଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଖୁସି ପ୍ରକାଶ କରିଥିଲେ । ଭାବି ସ୍ବାମୀଙ୍କ ସହ ଯାଇ ଖେଳ ଜଗତର ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ନିମନ୍ତ୍ରଣ ପତ୍ର ଦେଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login