The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିବାଦରେ ଝିଲିକଙ୍କ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’

Facebook
Twitter
LinkedIn

ଭୁବନେଶ୍ୱର : ବିବାଦରେ ଝିଲିକଙ୍କ ଫିଲ୍ମ । ଝିଲିକଙ୍କ ଫିଲ୍ମ ‘ପ୍ରିୟେ ତୁ ମୋ ସିଏ’ ଏବେ ବିବାଦ ଘେରରେ । ଏହାକୁ ନେଇ ଦଳିତ ମଞ୍ଚ ପକ୍ଷରୁ ସୁକିନ୍ଦା ଥାନାରେ ଏତଲା ଦିଆଯାଇଛି । ଏହା ସହ ରାୟଗଡା ଜିଲ୍ଲାରେ ମଧ୍ୟ ବିରୋଧ କରି ଥାନାରେ ଏତଲା ଦିଆଯାଇଛି । ସଂଳାପରେ ବ୍ୟବହୃତ ଶବ୍ଦକୁ ନେଇ ଆପତ୍ତି ଉଠିଛି । ସିନେମାରେ ନାୟିକା ନାୟକଙ୍କୁ ଗାଳି କରିବା ସମୟରେ ଜାତିଆଣ ଆକ୍ଷେପ କରୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ବିବାଦ ଜୋର ଧରିଛି । ସର୍ବୋଚ୍ଚ ନ୍ୟାୟାଳୟ ଫିଲ୍ମରେ ଜାତିଆଣ ଆକ୍ଷେପକୁ ନେଇ ରୋକ ଲଗାଇଛନ୍ତି । ବାହୁଡାରେ ମୁକ୍ତିଲାଭ କରିଥିଲା ଝିଲିକ ମୋସନ ପିକଚର୍ସ । ତେବେ ଝିଲିକ ଏହି ଫିଲ୍ମରେ ଅଭିନେତା ଅମ୍ଲାନ ଓ ଏଲିନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login