The Ultimate Managed Hosting Platform
ADVERTISEMENT

ବିପଜ୍ଜନକ ରିଲ୍ସ କରନି : ଡିସିପି

Facebook
Twitter
LinkedIn

ଭୁବନେଶ୍ୱର : ବିପଜ୍ଜନକ ରିଲ୍ସ ନ କରିବାକୁ ଯୁବପିଢିଙ୍କୁ ସଚେତନ କଲେ ଡିସିପି । ଟ୍ୱିଟ କରି ଯୁବପିଢିଙ୍କୁ ସଚେତନ କଲେ ଭୁବନେଶ୍ୱର ଡିସିପି । ନିଜକୁ କିମ୍ବା ଅନ୍ୟକୁ ବିପଦରେ ପକାଇଲା ଭଳି ରିଲ୍ସ ନ କରିବାକୁ ଟ୍ୱିଟ । ସୋସିଆଲ ମିଡିଆର ଦୁରୁପଯୋଗ କଲାଭଳି ଭିଡିଓ ସେୟାର ନ କରିବାକୁ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login