The Ultimate Managed Hosting Platform
ADVERTISEMENT

ବିଧାୟିକା କୁସୁମ ଟେଟେଙ୍କୁ ମିଳିଲା ଆଶ୍ୱସ୍ତି

Facebook
Twitter
LinkedIn

ଭୁବନେଶ୍ୱର : ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କୁ ଆଶ୍ୱସ୍ତି । ବିଧାୟିକା ପଦ ରଦ୍ଦ ମାମଲା ଖାରଜ କଲେ ହାଇକୋର୍ଟ । ସୁନ୍ଦରଗଡର ଜଣେ ସ୍ଥାନୀୟ ଭୋଟର ମାମଲା କରିଥିଲେ । ପ୍ରାର୍ଥିପତ୍ର ଦାଖଲ ବେଳେ ଅଫିସ ଅଫ ପ୍ରଫିଟ ତଥ୍ୟ ଲୁଚାଇଥିବା ଅଭିଯୋଗ ।

୨ କୋଟିର ଗଞ୍ଜେଇ ଜବତ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ରୁଷରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । ୟୁଏସଜିଏସ ଭୂମିକମ୍ପ କହିଛି,...

ବିଧାନସଭାରେ ୫ଟି ଝଡ, ଚିହିଁକି ଉଠିଲା ବିଜେଡି

ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ...

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା...

Login