The Ultimate Managed Hosting Platform
ADVERTISEMENT

ବିଧାନସଭାରେ ପୋଲାଭରମ ତାତି

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ପୋଲାଭରମ ତାତି । ଚାଲିପାରିଲାନି ପ୍ରଶ୍ନକାଳ । ଗୃହକାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପୋଲାଭରମ ପ୍ରସଙ୍ଗରେ ମୁଲତବୀ ଅଗ୍ରାହ୍ୟ ହେବାରୁ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିଅମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ଗୃହକୁ ସ୍ଵାଭାବିକ କରିବାକୁ ନିଜ ଆସନରୁ ଠିଆ ହୋଇ କହିଥିଲେ ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ହେଲେ କଂଗ୍ରେସ୍ ସଦସ୍ୟ ପ୍ରତିବାଦ କରିଥିବାରୁ ସାଢେ଼ ୧୧ ଟା ଯାଏ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login