ଅନୁଗୁଳ : ବିଦ୍ୟୁତ ନେଲା ଦନ୍ତାହାତୀର ଜୀବନ । ବନ୍ତଳା ରେଞ୍ଜ ତଳଶିରା ଗାଁରେ ଦନ୍ତାହାତୀର ମୃତ୍ୟୁ । ଆମ୍ବ ବଗିଚାରେ ପଡିଛି ଦନ୍ତାହାତୀର ମୃତଦେହ । ବଗିଚାର ସୁରକ୍ଷା ପାଇଁ ବିଦୁ୍ୟତ ତାର ବିଛାଇଥିଲେ ମାଲିକ । ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପରେ ବଗିଚା ମାଲିକ ଅଟକ । ଆମ୍ବ ବଗିଚାକୁ ସୁରକ୍ଷା ଦେବାକୁ ମାଲିକ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାର ମୃତ୍ୟୁ ହୋଇଛି । ସେପଟେ ଦନ୍ତା ଆକ୍ରମଣରେ ଜଣେ ମୃତ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ଘଟିଛି ଘଟଣା । ମୃତକ ହେଲେ କଣଲୋଇ ଭଗମୁଣ୍ଡା ଗାଁର ପ୍ରସନ୍ନ ନାଏକ । ଘରପାଖ ଆମ୍ବ ଗଛରୁ ଆମ୍ବ ଗୋଟାଉ ଥିବା ବେଳେ କଚାଡି ମାରିଛି ଦନ୍ତା ।
Views: 20