The Ultimate Managed Hosting Platform
ADVERTISEMENT

ବିଦେଶରେ ପ୍ରିୟଙ୍କା ସ୍ୱାମୀ ନିକ୍‌ଙ୍କ ସହ ଶିବରାତ୍ରୀ ପୂଜା କଲେ , ସୋସିଆଲ୍ ମିଡିଆରେ ସେୟାର କଲେ ଫଟୋ..

Facebook
Twitter
LinkedIn

ନୂଆଦିଲ୍ଳୀ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହିଲେ ବି ତାଙ୍କ ଦେଶୀ ଅନ୍ଦାଜକୁ କେବେ ବି ଭୁଲି ନାହାନ୍ତି । ଭାରତର ସଂସ୍କୃତିକୁ ବିଦେଶରେ ମଧ୍ୟ ପାଳୁଛନ୍ତି । ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଥିବା ଫଟୋ ହିଁ ଏହାକୁ ଦର୍ଶାଉଛି । ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ମହା ଶିବରାତ୍ରି ପାଳନ କରିଛନ୍ତି।ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍ ପ୍ରଭୁ ଶିବଙ୍କ ପ୍ରତିମା ସାମ୍ନାରେ ବସି ପୂଜା କରୁଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ନିକ ଏକ ଧଳା ରଙ୍ଗର ପୋଷାକ ପନ୍ଧିଥିଲେ। ସାମ୍ନାରେ ଶିବର ଫଟୋ ସହ ପୂଜାରୀ ମଧ୍ୟ ବସିଛନ୍ତି। ଏହି ଫଟୋକୁ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମହା ‘ଶିବରାତ୍ରି କି ହାର୍ଦ୍ଦିକ ଶୁଭକାମନାୟେ’।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login