The Ultimate Managed Hosting Platform
ADVERTISEMENT

ବିଜେପିରେ ମିଶିଲେ କୈଳାସ ଗେହଲଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଆପରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଲେ କୈଳାସ ଗେହଲଟ । ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାସ ଗେହଲଟ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବଓ ଅନ୍ୟ ନେତା ମା>ହ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି । ତେବେ କୈଳାସ ଗେହଲଟ କହିଛନ୍ତି କି ସେ ରାତା ରାତି ନିଷ୍ପତ୍ତି ନେଇ ନାହାନ୍ତି । ଅନ୍ୟପଟେ ଚାପରେ କୈଳାସ ଗେହଲଟ ଦଳ ଛାଡିଥିବା ଆପ କରିଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ବାହ୍ୟ ଚାପରେ ମୁଁ ବିଜେପିରେ ଯୋଗ ଦେଇନାହିଁ ବରଂ ଆପ ଏହାର ବିଚାରଧାରାରେ ସାଲିସ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login