ଭୁବନେଶ୍ୱର : ନବୀନଙ୍କ ତାଗିଦ ପ୍ରସଙ୍ଗରେ ସନା ମହାକୁଡଙ୍କ ପ୍ରତିକ୍ରିୟା । ବିଜେଡି ସହ ଅଛି , ରହିଛି, ରହିବି କହିଲେ ସନା ମହାକୁଡ । ମୁଁ ଦଳ ଠାରୁ ଦୁରେଇନି । ଦଳ ସହ ୍ଛି, ରହିଛି , ରହିବି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୁରା ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି । କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଲେ । ଅସୁସ୍ଥତା ଥିବା କହିଲି , ବିଜେପି ଯାଉଛନ୍ତି କି ବୋଲି ସେ ପଚାରି ନାହାନ୍ତି । ସେ ଦଳର ମୁରବି , ପଚାରିବାର ଅଧିକାର ତାଙ୍କର ଅଛି ବୋଲି କହିଛନ୍ତି ମନା ମହାକୁଡ ।
Views: 34