The Ultimate Managed Hosting Platform
ADVERTISEMENT

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଦୃଢୋକ୍ତି, କହିଲେ ଆମେ ସରକାର ଗଠନ କରିସାରିଲୁଣି

Facebook
Twitter
LinkedIn

ଭୁବନେଶ୍ୱର :ଗତକାଲି ଶେଷ ହୋଇଛି ତୃତୀୟ ପର୍ୟ୍ୟାୟ ନିର୍ବାଚନ । ତେବେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ ବୋଲି କହିଛନ୍ତି ପାଣ୍ଡିଆନ । ଏଥିସହ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି ବିଜେପି ମିଛ କହିବାର ସୀମା ଟପିଛି । ୧୦ ବର୍ଷ ତଳେ କହିଥିବା ତେଲ ଦର ଏମଏସପି କଥା ଏଯାଏଁ କହିଲେନି । ମିଛ କହିବାରେ ଗୋଟିଏ ସୀମା ଥାଏ ତାହା ସୀମା ବିଜେପି ସୀମା ଟପିଯାଇଛି । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଜୁନ ମାସ ୧ରେ ହେବ । ଜୁନ୍ ମାସ ୪ ତାରିଖରେ ଗଣତି ହୋଇ ଫଳାଫଳ ଘୋଷଣା ହେବ । କେବଳ ସେହି ଦିନକୁ ସମସ୍ତଙ୍କ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login