The Ultimate Managed Hosting Platform
ADVERTISEMENT

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ

Facebook
Twitter
LinkedIn

ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଅବସରରେ ରାଜ୍ୟ ଏବଂ ସହରାଞ୍ଚଳ ଓ ବ୍ଲକସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯିବ | ଲୋକଙ୍କ ବିଶ୍ୱାସ ଓ ଭରଷାକୁ ଜିତି ଆସିଛି ବିଜେଡି | ବିଗତ ୨୪ ବର୍ଷ ହେବ ଏକ ଶକ୍ତ ଆଞ୍ଚଳିକ ଦଳ ଭାବେ ଲୋକଙ୍କ ସୁଖରେ ଦୁଃଖରେ ସବୁ ସମୟରେ ପାଖରେ ଆସି ଠିଆ ହୋଇଛି ବିଜେଡି | ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ସ୍ଥିର ସରକାର ପାଇଁ ଆଜି ବିଜେଡି ଲୋକପ୍ରିୟତା ହାସଲ କରି ୨୫ ବର୍ଷରେ ପାଦ ଥାପିଛି |
ତେବେ ଗତକାଲି ରାଜ୍ୟକାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସଭାପତିତ୍ୱ କରିଥିଲେ । ଏବଂ ଏହି ବୈଠକରେ ଯୋଗଦେଇଥିଲେ ୮୧ ଜଣ ରାଜ୍ୟ ବିଜେଡି କାର୍ଯ୍ୟନିର୍ବାହୀ ପରିଷଦ । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମନୋନୀତ କରି ଏକ ନ୍ୟାଯ୍ୟ ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଏବଂ ଆଗାମୀ ଦିନ ଗୁଡିକରେ ବିଜେଡି ଏହିଭଳି ଲୋକପ୍ରିୟତା ହାସଲ କରିବ ବୋଲି ବେସ୍ ଆଶାବାଦୀ ଅଛି |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login