The Ultimate Managed Hosting Platform
ADVERTISEMENT

ବାହାନଗାରେ ରହିବନି ଟ୍ରେନ

Facebook
Twitter
LinkedIn

ବାଲେଶ୍ୱର : ବାହାନଗା ବଜାର ଷ୍ଟେସନରେ ଏବେ ରହିବନି କୈାଣସି ଟ୍ରେନ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେଠାରେ କୈାଣସି ଟ୍ରେନ ରହିବନି । ସିବିଆଇ ତଦନ୍ତ ଚାଲିଥିବାରୁ କୈାଣସି ଟ୍ରେନ ସେଠାରେ ଅଟକିବନି । ଲଗ୍ ବୁକ୍ , ଅନ୍ୟାନ୍ୟ ଉପକରଣ ଜବତ ସହ ଷ୍ଟେସନ ସିଲ୍ କରିଛି ସିବିଆଇ । ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୈାଣସି ଟ୍ରେନ୍ ରହିବନି । ପାସେଞ୍ଜର ମେମୁ କିମ୍ବା କୈାଣସି ମାଲବାହୀ ଟ୍ରେନ ଅଟକିବନି । ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୈାଧୁରୀଙ୍କ ସୂଚନା ।
ପରବର୍ତ୍ତୀ ନୋଟିସ ନଆସିବା ପର୍ୟ୍ୟନ୍ତ ଟ୍ରେନ ରହିବ ନାହିଁ । ବାହାନଗା ଦୁର୍ଘଟଣାର କାରଣ ଖୋଜିବାକୁ ସିବିଆଇ ତଦନ୍ତ ଚାଲିଛି । ସିବିଆଇ ଟିମ୍ ଷ୍ଟେସନ ରିଲେ ରୁମ୍ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି । ରିଲେ ରୁମରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଆଉ ତଦନ୍ତ ଚାଲିଥିବାରୁ ଷ୍ଟେସନରେ ଥିବା ରିଲେ ରୁମକୁ ବନ୍ଦ ରଖାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login