ଭୁବନେଶ୍ୱର : ବାଲେଶ୍ୱର ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ ନିଷ୍ପତ୍ତି । ଉଚ୍ଚ ସ୍ତରୀୟ ବୈଠକ ପରେ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ନିଷ୍ପତ୍ତି । ଘଟଣା ପଛରେ ଯିଏ ବି ଥିବା କାର୍ଯ୍ୟାନୁଷ୍ଠାନ ହେବ । ନ୍ୟାୟିକ ପ୍ରକ୍ରିୟାକୁ ଲୋକେ ଅନୁଭବ କରିବେ । ପୁଣି ରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ବି ପୁଣି ଆଲୋଚନା ହେବ । ଘଟଣା ପୁନରାବୃତ୍ତି ନହେବାକୁ ଖସଡ଼ା ପ୍ରସ୍ତୁତ ହେବ । ବିରୋଧୀଙ୍କ ମତାମତକୁ ଆମେ ବି ସମ୍ମାନ ଦେଉ । ଯାଏ ନ୍ୟାୟ ଦେଇନାହାନ୍ତି ସେମାନେ ମତ ଦେଉଛନ୍ତି । ନ୍ୟାୟ ପାଇଁ ଯାହା ପଦକ୍ଷେପ ନେବାକୁ ପଡ଼ିବ ନିଆଯିବ । ମୋହନ ସରକାର କଡ଼ା ପଦକ୍ଷେପ ନେବେ । ଘଟଣାକୁ ନେଇ ରାଜନୀତି କରାନଯାଉ । ପୀଡ଼ିତାଙ୍କ ପରିବାରୁ ନ୍ୟାୟ ଦେବାକୁ ଗୁରୁତ୍ୱ । ଆଗକୁ ଆହୁରି କାର୍ୟ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସୁରେଶ ପୂଜାରୀ ।
ବାଲେଶ୍ୱର ଘଟଣା , ସନ୍ଧ୍ୟା ପରେ ବଡ ନିଷ୍ପତ୍ତି ! ; ରାଜସ୍ୱ ମନ୍ତ୍ରୀ











