ଭୁବନେଶ୍ୱର : ବାପ,ପୁଅ, ଝିଅଙ୍କୁ ଟିକେଟ ଦେଲା କଂଗ୍ରେସ । ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ ମିଳିଲା କଂଗ୍ରେସ ଟିକେଟ । ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଲେ ଭୁଜବଳ । ଭୁଜବଳଙ୍କ ଝିଅ ଲିପିକାଙ୍କୁ ଡାବୁଗାଁ ବିଧାନସଭା ଟିକେଟ । ଭକ୍ତ ଚରଣ ଦାସ ଓ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ । ଭକ୍ତ ଚରମ ଦାସଙ୍କୁ ନର୍ଲା ବିଧାନସଭା ପାଇଁ ଟିକେଟ । ଭକ୍ତଙ୍କ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ଟିକେଟ ।
Views: 81