The Ultimate Managed Hosting Platform
ADVERTISEMENT

ବାପା ହେବାକୁ ଯାଉଛନ୍ତି ଫେମ୍‌ ଅଭିନେତା ଧୀରଜ୍‌ ଧୁପର

Facebook
Twitter
LinkedIn

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ଧୀରଜ୍‌ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ନେଇ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।  ଯେଉଁଥିରେ ପତ୍ନୀ ବିନ୍ନିଙ୍କ ହାତରେ ଏକ ସୋନୋଗ୍ରାଫିର ଏକ ଫଟୋ ଧରିଥିବାର ଦେଖିବାକୁ ମିଳିଛି ।  କ୍ୟାପସନରେ ଲେଖା ହୋଇଛି କି ଆସନ୍ତା ଅଗଷ୍ଟରେ ଏକ ଛୋଟ ଚମତ୍କାର ହେବାକୁ ଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login