ମୁମ୍ବାଇ : ‘‘ଦୃଶ୍ୟମ ୨’’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଶିବାଲିକା ଓବେରୟ ବିବାହର ୨ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେମାନେ ଖୁବ୍ ଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି । ଯାହାକୁ ସେମାନେ ସେମାନଙ୍କର ସୋସିଆଲ ମିଡିଆ ପେଜରେ ପୋଷ୍ଟ ମାଧ୍ୟମରେ ସେୟାର କରିଛନ୍ତି । ଏହି ପୋଷ୍ଟ ଭାଇରଲ ହେବା ପରେ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ସେ ସେୟାର କରିଥିବା ପୋଷ୍ଟରେ ଶିବାଲିକାଙ୍କୁ ଗୋଟିଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏଥିସହିତ ତାଙ୍କ ହାତରେ ଛୋଟ ଶିଶୁର ମୋଜା ଧରିଥିବାର ମଧ୍ୟ ନଜର ଆସିଛନ୍ତି । ସେହିପରି ଅଭିଷେକ ମଧ୍ୟ କଳା ସାର୍ଟ ପିନ୍ଧି ଖ୍ରୀଷ୍ଟମାସ ଗଛ ସାମ୍ନାରେ ସେ ତାଙ୍କ ସ୍ତ୍ରୀଙ୍କୁ ହଗ୍ କରିଥିବାର ଦେଖିବାକୁ ମିଳିଛି । ଏହି ଖୁସି ଖବର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ,‘‘ ଆମ ପ୍ରେମ କାହାଣୀର ଏହା ସବୁଠାରୁ ଖୁସି ସମୟ । ଯାହା ଆମ ଜୀବନରେ ଛୋଟ ଆଶୀର୍ବାଦ ହୋଇ ଯୋଡ଼ି ହେବାକୁ ଯାଉଛି ।’’ଏହି ଖୁବର ଭାଇରାଲ ହେବା ପରେ ଦମ୍ପତିଙ୍କୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଂଶସକମାନେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।
ବାପା-ମା ହେବେ ଅଭିଷେକ-ଶିବାଲିକା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







