ବାରିପଦା : ବାଛୁରୀପଡା ଗାଁରେ ଭୟଙ୍କର ବାଣ ବିସ୍ଫୋରଣ । ବେଆଇନ ଗଚ୍ଛିତ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ଉଡିଗଲା ଆଜବେଷ୍ଟସ । ବିସ୍ଫୋରଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ୨ ଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Views: 40