The Ultimate Managed Hosting Platform
ADVERTISEMENT

ବାଛୁରୀ ଆଖି ଫୋଡିଦେଲା ନିଶାଡି

Facebook
Twitter
LinkedIn

ବଲାଙ୍ଗିର : ବଲାଙ୍ଗିର ସହରରେ ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ । ବାଛୁରୀ ଆଖି ଫୋଡିଦେଲା ନିଶାସକ୍ତ ଯୁବକ । ନିଶାଡି ଯୁବକକୁ ଧରି ନିର୍ଧୁମ ଛେଚିଲେ ଲୋକେ । ଯୁବକଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ । ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ବାଛୁରୀଟି । ବାଛୁରୀକୁ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟାଉନଥାନା ପୋଲିସ ଆସି ଗାଁ ଲୋକଙ୍କ କବଳରୁ ମଦୁଆ ଯୁବକକୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login