ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ନେଇ ଦିଲ୍ଲୀରେ ପ୍ରତିବାଦ । ବାଂଲାଦେଶ ହାଇକମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ । ଭିଏଚପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ , ପୋଲିସ ବାରିକେଡ ଭାଙ୍ଗିଲେ । ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାର ତୀବ୍ର ପ୍ରତିବାଦ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଉଛି । ଦିଲ୍ଲୀ, କୋଲକାତା, ହାଇଦ୍ରାବାଦରେ ପ୍ରତିବାଦ ହେଉଛି । ବହୁ ସଂଖ୍ୟାରେ ବିଶ୍ବହିନ୍ଦୁ ପରିଷଦ କର୍ମୀ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି । ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସର୍ବଭାରତୀୟ ହିନ୍ଦୀ ବଙ୍ଗାଳି ସଂଗଠନ, ବଜରଙ୍ଗ ଦଳ ମଧ୍ୟ ପ୍ରତିବାଦରେ ସାମଲ ହୋଇଛି । ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରିବା ପରେ ତାଙ୍କୁ ଜାଳି ଦିଆଯାଇଥିଲା । ଭାରତରେ ଏହାର ପ୍ରତିବାଦ ତେଜୁଛି । ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସକାଳ ୧୧ଟାରୁ ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଛନ୍ତି । ଏହି ଘଟଣାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଢାକାରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି । ବାଂଲାଦେଶୀ କମିଶନର ସୁରକ୍ଷା ନେଇ ଜାରି ସମନ୍ ଜାରି କରିଛି ।
ବାଂଲାଦେଶ ହିଂସା ; ଦିଲ୍ଲୀରେ VHPର ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







