The Ultimate Managed Hosting Platform
ADVERTISEMENT

ଗୋରୁ ଗାଡି ଜାଳିଦେଲେ ଗାଁଲୋକ

Facebook
Twitter
LinkedIn

ପୋଲସରା : ଭୋଗଡା ନିକଟରେ ଗୋରୁ ଗାଡି ପୋଡି । ନିଆଁ ଲଗାଇ ଦେଲେ ଗାଁ ଲୋକ । ଫଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଁଚିଲା ବୁଗୁଡା ଥାନା ପୋଲିସ । ଘୋଳପୁର ନିକଟରୁ ଅ୍ଧମ ଏକ ଗୋରୁ ବୋଝେଇ ପିକଅପ ଜବତ । ତ୍ତ୍ୟକ୍ତ ଗ୍ରାମବାସୀ ଦୁଇଟି ଗାଡ଼ିରୁ ୧୫ ଜୀବନ୍ତ ଗୋରୁ ଓ ଗୋଟିଏ ମୃତ ଗୋରୁକୁ ଉଦ୍ଧାର କରି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ବୁଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login