ଭଦ୍ରକ : ଭଦ୍ରକରେ ଘରୋଇ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ନୂଆ ବସ ଷ୍ଟାଣ୍ଡ ନିକଟରେ ଭାରସାମା ହରାଇ ଦୁର୍ଘଟଣାଗ୍ରସ୍ତ । ଏନଏଚ-୧୬ରେ ଡିଭାଇଡରରେ ପିଟି ହେଲା ବସ । ଦୁର୍ଘଟଣା । ଅଭଣାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ବସ । ସୂଚନା ଅନୁଯାଇ ଅଭନାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ସମ୍ମୁଖରେ ଦୁର୍ଘଟଣାର ଶୀକାର ହୋଇଛି । ସ୍ଟି ର ସାମ୍ନା ପଟ ନଷ୍ଟ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
Views: 9