The Ultimate Managed Hosting Platform
ADVERTISEMENT

“ବସ”ରେ ନଜର ଆସିବେ ବର୍ଷା

Facebook
Twitter
LinkedIn

ଭୁବନେଶ୍ୱର : ନିମକି, କୁଇନ, ବିଜୟିନୀ ଭଳି ନାରୀ କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନକୁ କିଣି ନେଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶନୀ । କିନ୍ତୁ ଏବେ ବର୍ଷା ଆସୁଛନ୍ତି ପୂରାପୁରି ନୂଆ ଲୁକରେ , ଏକ ଦମଦାର ଚରିତ୍ରରେ । ତେବେ ଚିରାଚରିତ ଧାରାରୁ ଅଲଗା କିଛି କରିବା ଲକ୍ଷ୍ୟରେ ଗତ କିଛି ବର୍ଷଧରି ଅଭିନୟରେ ପରିବର୍ତ୍ତନ ଆଣିଛନ୍ତି ବର୍ଷା । ବିଶେଶ କରି ନାରୀ କୈନ୍ଦ୍ରିକ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ନିଆରା ମନୋରଂଜନ ଦେଇଚାଲିଛନ୍ତି । ତେବେ “ବସ”୍ ର ପ୍ର ଯୋଜନା ଦାୟିତ୍ୱରେ ରହିଛନ୍ତି ରମେଶ ବାରିକ । ନିଦେ୍ର୍ଦଶନା ଦେଉଛନ୍ତି ତ୍ରିପତି ସାହୁ । ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ସଂଗୀତ ନିଦେ୍ର୍ଦଶକ ଅଛନ୍ତି ଅଭିଜିତ ମଜୁମଦାର । ତେବେ “ବସ”ର ଅନ୍ୟାନ୍ୟ ଚଳଚ୍ଚିତ୍ରରେ ରହିଛନ୍ତି ଅରବିନ୍ଦ ଷଡଙ୍ଗୀ , ବିଜୟିନୀ ମିଶ୍ର , ପୁଷ୍ପଲତା ମିଶ୍ର ପ୍ରମୁଖ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login