ସମ୍ବଲପୁର : ବନ୍ଦ ହେଲା ହୀରାକୁଦର ୨ଟି ଗେଟ । ଏବେ ୧୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ । ତେବେ ଗତ ଦୁଇଦିନ ହେଲା ଉପର ମୁଣ୍ଡରେ ବର୍ଷା ବନ୍ଦ ରହିଛି ଓ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା କମିଛି। ତେଣୁ ଆଜି ଦୁଇଟି ଗେଟକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳସ୍ତର ୬୧୧.୮୫ ଫୁଟକୁ ଖସିଥିବା ବେଳେ ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ
Views: 58