ଜଳେଶ୍ୱର : ବଜ୍ରାଘାତରେ ଚାଳଘର ସହ ଯୁବକ ଜୀବନ୍ତ ଦଗ୍ଧ । ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ବଜ୍ରାଘାତ । ମୃତ ଯୁବକ ନିକଟ ଚିଙ୍ଗୁଡି ଘେରିରେ କାମ କରୁଥିଲେ । ସେପଟେ ପସରବିନ୍ଧା ଗାଁର ମୃତ୍ୟୁଞ୍ଜୟ ଘଡ଼ାଇଙ୍କ ବୋହୁ ମୋବାଇଲ ବ୍ୟବହାର କରୁଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।
Views: 86











