The Ultimate Managed Hosting Platform
ADVERTISEMENT

ବଗି ଛାଡି ପଳାଇଲା ଟ୍ରେନ

Facebook
Twitter
LinkedIn

ସୋର: ଗାର୍ଡ ବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍ । ଦୁଇଶହ ମିଟର ପଳାଇଲା ମାଲଗାଡ଼ି । ଆଜି ସକାଳେ ସୋର ଷ୍ଟେସନରେ ଏହି ଘଟଣା ଘଟିଥିଲା । ଡାଉନ୍ ଲାଇନରେ ଖଡଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା । ଷ୍ଟେସନଠାରୁ ୨ଶହ ମିଟର ଯିବା ପରେ ଗାର୍ଡ ବଗି ଛାଡି ଚାଲି ଯାଇଥିଲା କୋଇଲା ବୋଝେଇ ଟ୍ରେନ୍ । ୩୦ ମିନିଟ୍ ପରେ ବାହାନଗା ଷ୍ଟେସନ ପୂର୍ବରୁ ଫେରିଥିଲା ଟ୍ରେନ୍ । ପୁଣି ଗାର୍ଡ ବଗି ସଂଯୋଗ କରି ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login