The Ultimate Managed Hosting Platform
ADVERTISEMENT

ଫେବୃଆରୀ ୧୫ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ହକି। ଫେବୃଆରୀ ୧୫ ରୁ ୨୫ ଯାଏ FIH ହକି ପ୍ରୋ ଲିଗ ୨୦୨୪-୨୫ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ସବୁଠୁ ଖୁସିର କଥା ହେଉଛି, ଏହି ମ୍ୟାଚକୁ ଫ୍ୟାନ ମାନେ ମାଗଣାରେ ଦେଖି ପାରିବେ । ହକି ଇଣ୍ଡିଆ ପକ୍ଷରୁ ମ୍ୟାଚର ଏଣ୍ଟ୍ରି ଫିସ ଛାଡ଼ କରାଯାଇଛି।ଏହି ମ୍ୟାଚ ଦେଖିବା ପାଇଁ ଫ୍ୟାନ ମାନେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ Ticketgenie ର ଅଫିସିଆଲ ୱେବ ସାଇଟକୁ ଯାଇ ରେଜିଷ୍ଟ୍ରେସନ କରି ଦର୍ଶକ ମାନେ ଭରଚୁଆଲ ଟିକେଟ ପାଇ ପାରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login