ନୂଆଦିଲ୍ଲୀ : ହୃଦଘାତ ଯୋଗୁ ମଡେଲରଙ୍କ ଚାଲିଗଲା ଜୀବନ । ପ୍ଲାଷ୍ଟିକ ସର୍ଜରୀ ବେଳେ ହ୍ଲୋ ହୃଦଘାତ । ବ୍ରାଜିଲିଆନ ମଡେଲ ଲୁଆନା ଆଣ୍ଡ୍ରାଡେଙ୍କ ଦେହାନ୍ତ ହୋଇଛି। ଲୁନାଙ୍କୁ ମାତ୍ର ୨୯ବର୍ଷ ହୋଇଥିଲା। ଲୁଆନା ବ୍ରାଜିଲର ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତ୍ରୀ ଥିଲେ। ସୂଚନା ମିଳିଛି ଯେ, ହୃଦଘାତରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ପ୍ଲାଷ୍ଟିକ ସର୍ଜରୀ ସମୟରେ ଅଭିନେତ୍ରୀ ଥରେ ନୁହେଁ ଚାରିଥର ହୃଦଘାତର ଶିକାର ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି।
Views: 92