The Ultimate Managed Hosting Platform
ADVERTISEMENT

ପ୍ରେମ ପାଇଁ ଝୁଲି ପଡିଲେ ପ୍ରେମୀ ଯୁଗଳ!

Facebook
Twitter
LinkedIn

ନିଆଳି: ପ୍ରେମ ପାଇଁ ଝୁଲିପଡିଲେ । ନିଆଳିରେ ଘଟିଛି ଅଭାବନୀୟ ଘଟଣା । ନିଆଁଳି ଥାନା ଅନ୍ତର୍ଗତ ମହଂଗପଡା ଗ୍ରାମରେ ଘଟିଛି ଏପରି ଘଟଣା । ପ୍ରେମ ପାଇଁ ଝୁଲି ପଡିଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଙ୍କ ମୃତ୍ୟୁକୁ ନେଇ ନାନା ସନେ୍ଦହ ସୃଷ୍ଟି ହୋଇଛି । କାହଁକି କେଉଁ ପରିସ୍ଥିତିରେ ଏହା ଘଙ୍କିଛି ଜଣାପଡିନାହିଁ । ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login