The Ultimate Managed Hosting Platform
ADVERTISEMENT

ପ୍ରଶ୍ନପତ୍ର ଲିକ ରୋକିବ ଡିଜିଟାଲ ଲକ୍

Facebook
Twitter
LinkedIn

କଟକ : ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ । ଡିଜିଟାଲ ଲକ ବ୍ୟବସ୍ତା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ମଧ୍ୟ ବ୍ୟବହାର ହେବ । ୧୮୩ଟି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବକ୍ସରେ ଲାଗିବ ଡିଜିଟାଲ ଲକର୍ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ । ଆଗାମୀ ଦିନରେ ଏହି ଡିଜି ଲକର୍ ବୋର୍ଡ ପରୀକ୍ଷାରେ ବ୍ୟବହାର ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login