The Ultimate Managed Hosting Platform
ADVERTISEMENT

ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ଆଜି ସନ୍ଧ୍ୟାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ମହାକୁମ୍ଭ ପାଇଁ ଝଲୁସିଛି ରାଜଧାନୀ ଭୁବନେଶ୍ବର । ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟଙ୍କ ହେବ ସମାଗମ । ଏଆରଆଇ ମହାକୁମ୍ଭ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଆଜି ସଂଧ୍ୟାରେ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ସମାରୋହକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ସେହିପରି ଶେଷ ଦିନରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟର କଳା, ସଂସ୍କୃତି ତଥା ଖାଦ୍ୟର ମଜା ନେବେ ଅତିଥି । ପ୍ରବାସୀ ମହାକୁମ୍ଭ ପାଇଁ ଅଭେଦ୍ୟ ସୁରକ୍ଷା ଦୁର୍ଗ ପାଲଟିଛି ଭୁବନେଶ୍ବର । ରାଜ୍ୟ ପୋଲିସ ଓ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷାରେ ୮୦ ପ୍ଲାଟନ ଫୋର୍ସ ସହ ସିଏପିଏଫ ଓ ଆଇଆରବି ବାଟାଲିୟନ ମୁତୟନ ହୋଇଛନ୍ତି । ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ବର । ଫୋକସରେ ରହିବ ଆତଙ୍କବାଦୀ ଆକ୍ରମଣ ମୁକାବିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login