The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡି ୨ ଶିଶୁ କନ୍ୟାଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଜଳେଶ୍ୱର : ପୋଖରୀରେ ବୁଡି ୨ ଶିଶୁ କନ୍ୟାଙ୍କର ଚାଲିଗଲା ଜୀବନ । ବସ୍ତା ଥାନା ଗାନ୍ଧୀ ଛକ ନିକଟ ପୋଖରୀରେ ବୁଡି ମୃତ । ୨ ଶିଶୁଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ୨ ଶିଶୁର ବୟସ ୫ରୁ ୬ ବର୍ଷ ହୋଇଥିବା ସୂଚନା । ଖେଳୁଥିବା ବେଳେ ଘର ପଛ ପାଖରେ ଥିବା ଗାଡ଼ିଆରେ ବୁଡ଼ିଯାଇଥିଲେ ୨ ଶିଶୁ କନ୍ୟା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ପରେ ଦୁଇ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତ ଦୁଇ ନାବାଳିକା ସେକ୍ ତାଇରୁଦ୍ଦୀନ ଓ ସେକ୍ ନଜିମଉଦ୍ଦୀନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login