The Ultimate Managed Hosting Platform
ADVERTISEMENT

ପୂରା ଦେଶରେ ବାଣ ବ୍ୟାନ ହେଉ – ସୁପ୍ରିମକୋର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ସମଗ୍ର ଦେଶରେ ବାଣ ବ୍ୟାନ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ବାଣ ନିଷେଧ ବିରୋଧରେ ଦାଖଲ ଆବେଦନ ଉପରେ ଟିପ୍ପଣୀ । ପ୍ରଦୂଷଣକୁ ନେଇ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠଙ୍କ ଉଦବେଗ । ପ୍ରଦୂଷଣ ବିରୋଧୀ ପଦକ୍ଷେପ କେବଳ ଦିଲ୍ଲୀରେ କାହିଁକି ବୋଲି ପ୍ରଶ୍ନ କଲେ ସିଜେଆଇ । ସ୍ୱଚ୍ଛ ବାୟୁ ପ୍ରତ୍ୟେକ ନାଗରିକଙ୍କ ଅଧିକାର, କେବଳ ଦିଲ୍ଲୀ ପାଇଁ ନିୟମ କାହିଁକି । ଉଚ୍ଚବର୍ଗର ଲୋକ ରହୁଥିବାରୁ କେବଳ ଦିଲ୍ଲୀ ପାଇଁ ନିୟମ ଗ୍ରହଣ ଯୋଗ୍ୟ ନୁହେଁ । ବାଣ ନିଷେଧ ପାଇଁ ଯାହା ବି ନୀତି ଅଛି , ସମଗ୍ର ଦେଶରେ ଲାଗୁ ହେବା ଉଚିତ । ସାରା ଦେଶରେ ସମାନ ନୀତି ହେବା ଉଚିତ ବୋଲି କହିଲେ ପ୍ରଧାନ ବିଚାରପତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login