The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ

Facebook
Twitter
LinkedIn

ଫୁଲବାଣୀ : ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ । ୨୦୨୪ ମସିହାରେ ଘଟିଥିବା ଘଟଣାରେ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ଦାରିଙ୍ଗବାଡ ିଠାରେ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ଦୋଷୀ ହର୍ମି ମଲ୍ଲିକକୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଡିଏଲଏସଏକୁ ନିଦେ୍ର୍ଦଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login