The Ultimate Managed Hosting Platform
ADVERTISEMENT

ପୁଷ୍ପା-୨ର ଟିଜର ରିଲିଜ

Facebook
Twitter
LinkedIn

ମୁମ୍ବାଇ: ପୁଷ୍ପା-୨ର ଟିଜର ରିଲିଜ ହୋଇଛି । ପୁଷ୍ପା ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି।ଗତକାଲି ତାଙ୍କର ଜନ୍ମ ଦିନରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର୍ । ପୋଷ୍ଟରରେ ଯେମିତି ଅଲ୍ଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ ହୋଇଛି। ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login