The Ultimate Managed Hosting Platform
ADVERTISEMENT

ପୁରୀ, ଭୁବନେଶ୍ୱର ଓ କଟକକୁ ରିଂ ରୋଡ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ପୁରୀ, ଭୁବନେଶ୍ୱର ଓ କଟକକି ରିଂ ରୋଡ ନିର୍ମାଣ କରାଯିବ । ଯୋଜନା ପ୍ରସ୍ତୁତ ହେଉଛି କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଉତ୍ତରାଧିକାରୀ ସୂତ୍ରରେ ବହୁ ସମସ୍ୟା ଆମକୁ ମିଳିଛି । ୨୪ ବର୍ଷ ଓ ୬ ମାସ ମଧ୍ୟରେ ଫରକ ଅଛି, ଦେଇଥିବା ପ୍ରତିଶ୍ରୁତି ପାଳିବୁ । ପ୍ରବାସୀ ଭାରତୀୟଙ୍କ ପାଇଂ ଟ୍ରାଫିକ, ସୈାନ୍ଦର୍ଯ୍ୟକରଣ , ଗମନାଗମନକୁ ଗୁରୁତ୍ୱ । ମନ୍ଦିର ବୁଲିବା ଲାଗି ସ୍ୱଚ୍ଛତାକୁ ଗୁରୁତ୍ୱଦେଇ ରାସ୍ତାଘାଟ ମରାମତି ହେଉଛି । ମୁଖ୍ୟମନ୍ତ୍ରୀ ନିରନ୍ତର ସମୀକ୍ଷା କରୁଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶା ପ୍ରତି ଅତ୍ୟନ୍ତ ପ୍ରୀତ । ସେଥିପାଇଁ ବାରମ୍ବାର ଓଡିଶା ଆସୁଛନ୍ତି, ପୁଣ ିଜାନୁଆରୀରେ ଆସିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login