The Ultimate Managed Hosting Platform
ADVERTISEMENT

ପୁନର୍ବିଚାର କରନ୍ତୁ ନବୀନ : ମନମୋହନ

Facebook
Twitter
LinkedIn

ଭୁବନେଶ୍ୱର : ନବୀନଙ୍କୁ କାଉଣ୍ଟର କଲେ ବିଜେପି ସଭାପତି ମନମୋହନ ସାମଲ । ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ଓଡିଶାର ବରପୁତ୍ର ଥିଲେ । ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ଆମ ହାଡ ମାଂସରେ ପୂଜ୍ୟପଜା ଅଛି, ବିଜୁଙ୍କ ପ୍ରତି ସମ୍ମାନ ଅଛି, ରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ଉଚିତ ନୁହେଁ । ନବୀନ ନିଜେ କହୁଛନ୍ତି ନା ତାଙ୍କୁ କୁହାଉଛନ୍ତି , ମୁଁ ଜାଣିନି । ତାଙ୍କ ପରାମର୍ଶଦାତା ଭୁଲ ଅଛି, ନିଜ ବକ୍ତବ୍ୟର ପୁନର୍ବିଚାର କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login