The Ultimate Managed Hosting Platform
ADVERTISEMENT

ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । ପାହାଳ ଥାନା ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ । ଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ୩ଟି ବ୍ଲକରୁ ଚୋରି । ଚୋରି ଘଟଣାର ସମ୍ପୁର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ । ବିଳମ୍ବିତ ରାତିରେ କିଛି ଲୁଟେରା ଏହି ଆପାର୍ଟମେଂଟର ବି ବ୍ଲକ ୩୦୩ ଏବଂ ସି ବ୍ଲକର ୩୦୮ ଫ୍ଲାଟ୍ରେ ତାଲା ଭାଙ୍ଗି ପଶିଥିଲେ । ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି । ଲୁଟ୍ର ଏହି ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଧରା ନପଡ଼ିବା ପାଇଁ ମୁହଁରେ ମୁଖା ପିନ୍ଧିବା ସହ ଗାମୁଛା ପିନ୍ଧି ଲୁଟ୍ କରିଛନ୍ତି ଏହି ଅଭିଯୁକ୍ତ । ଥାନାରେ ଏତଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login