The Ultimate Managed Hosting Platform
ADVERTISEMENT

ପୁଣି ବୋରୱେଲ ଭିତରେ ୫ ବର୍ଷର ଶିଶୁ, ୪୪ ଘଣ୍ଟା ଧରି କରୁଛି ସଂଘର୍ଷ

Facebook
Twitter
LinkedIn

ନୂଆଦିଲ୍ଲୀ : ୧୪୭ ଫୁଟ ଗଭୀର ବୋରୱେଲ ଭିତରେ ଫସିଛି ୫ ବର୍ଷର ଶିଶୁ । ରାଜସ୍ଥାନରୁ ଆସିଛି ଏହି ଘଟଣା । ସୋମବାର ଅପରାହ୍ମରୁ ଫସି ରହିଥିବା ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ହେଲେ ବୋରୱେଲରେ ଏବେ ଜଳସ୍ତର ବଢି ଯାଇଛି । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରୱେଲ ନିକଟରେପହଁଚିଥିବା ବେଳେ ଏବେ କିଭଳି ଭାବେଉଦ୍ଧାର କରାଯିବ ତାକୁ ନେଇ ବଢିଛି ଚିନ୍ତା । ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଁଚିଥିଲେ । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login