The Ultimate Managed Hosting Platform
ADVERTISEMENT

ପୁଣି ଟଳିଲା ଏକ ବଡ ବିମାନ ଦୁର୍ଘଟଣା , ଉଡାଣ ଭରିବା ପରେ ଇଂଜିନରେ ଲାଗିଲା ନିଆଁ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଏକ ବୋଇଂ ବିମାନରେ ନିଆଁ । ମଝି ଆକାଶରେ ଜଳିଲା ବୋଇଂ ୭୬୭। ଲସ୍ ଏଞ୍ଜେଲସ୍ ରୁ ଆଟଲାଣ୍ଟା ଯାଉଥିଲା ବିମାନ । ଉଡାଣ ଭରିବାର କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ପରେ ଲସ୍ ଏଞ୍ଜେଲସ୍ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନ। ଖବର ମୁତାବକ, ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନ ଉଡ଼ାଣ ଭରିବା ମାତ୍ରେ ଇଂଜିନରେ ନିଆଁ ଲାଗିଯାଇଥିଲା । ଉଡ଼ାଣ ପରେ କିଛି ମିନିଟ୍ ମଧ୍ୟରେ ପାଇଲଟ୍ ମାନେ ବାମ ଇଞ୍ଜିନରେ ଅସ୍ୱାଭାବିକ ସଙ୍କେତ ଦେଖିବା ପରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଜରୁରୀ ଅବସ୍ଥା ଘୋଷଣା କରି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ସ୍ଥାପନ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅବତରଣ ପରେଯ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆଣିଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login