The Ultimate Managed Hosting Platform
ADVERTISEMENT

ପୁଅକୁ ହତ୍ୟା କରିବାରୁ ସାବତ ବାପା ଓ ମାଆକୁ ଆଜୀବନ

Facebook
Twitter
LinkedIn

ବାଲେଶ୍ୱର : ସାବତ ମାଆ ଓ ବାପାକୁ ଆଜୀବନ କାରାଦଣ୍ଡାଦେଶ । ବାପା ଗଣେଶ ଜେନା ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ । ନାବାଳକ ପୁଅକୁ ହତ୍ୟା ମାମଲାରେ ଆଜୀବନ ଜେଲ ଶୁଣାଇଲେ କୋର୍ଟ । ଆଜୀବନ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର ଓପିଆଇଡି । ଅଗଷ୍ଟ ୨୦୨୨ ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login