The Ultimate Managed Hosting Platform
ADVERTISEMENT

ପିସିଆର ଭ୍ୟାନ ଦୁର୍ଘଟଣା , ମହିଳା ଏଏସଆଇ ଗୁରୁତର

Facebook
Twitter
LinkedIn

ସୋନପୁର : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକକୁ ଖୁବ୍ ଜୋରରେ ଧକ୍କା ଦେଇଛି ପିସିଆର ଗାଡ଼ି । ଦୁର୍ଘଟଣାରେ ମନମୁଣ୍ଡା ଥାନା ଏଏସଆଇ ମାମିଲତା ସାମଲ ଗୁରୁତର । ଗୁରୁତର ଏଏସଆଇଙ୍କୁ କଟକ ସ୍ଥାନାନ୍ତର । ଆଉ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣା । ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା ପିସିଆର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login