The Ultimate Managed Hosting Platform
ADVERTISEMENT

ପାଟଣାଗଡ ଶିଶୁ ବିକ୍ରି ମାମଲା , ଏଏନଏମ ସସପେଣ୍ଡ

Facebook
Twitter
LinkedIn

ପାଟଣାଗଡ: ପାଟଣାଗଡ ଶିଶୁ ବିକ୍ରି ମାମଲା । ସସପେଣ୍ଡ ହେଲେ ଏଏନଏମ । ଏଏନଏମ ମମତା ଭୋଇଙ୍କୁ ସସପେଣ୍ଡ କଲେ ବଲାଙ୍ଗିର ସିଡିଏମଓ । ଶିଶୁ ବିକ୍ରି ଘଟଣାରେ ସମ୍ପୃକ୍ତି ନେଇ ମମତାଙ୍କୁ ସସପେଣ୍ଡ । ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login