ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ବଡ ସାଇବର ଆଟାକ । ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତର ସାଇବର ଆଟାକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ । ସରିଫଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ । କ୍ରିକେଟର ସାହିନ ଆଫ୍ରିଦ, ବାବର ଆଜାମ, ରିଜୱାନଙ୍କ ଇନଷ୍ଟା ବ୍ଲକ । ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ଇନଷ୍ଟା ମଧ୍ୟ ବ୍ଲକ । ହାନିଆ ଅମିର ଏବଂ ଅଲ୍ଲୀ ଫାଜଲଙ୍କ ଇନଷ୍ଟା ଆକାଉଣ୍ଟ ବ୍ୟାନ ।
Views: 60











