The Ultimate Managed Hosting Platform
ADVERTISEMENT

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରକ୍ତି ଛାଡୁନି ପାକିସ୍ତାନ । ବାରମ୍ବାର ଭାରତୀୟ ସେନାକୁ ଉସୁକାଇବାକୁ ଚେଷ୍ଟା କରୁଛି । ପାକିସ୍ତାନୀ ସେନା ପୁଣି ଥରେ ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ରେ ଯୁଦ୍ଧବିରତି ଉଲ୍ଲଂଘନ କରିଛି । ଏକାଧିକ ପାକିସ୍ତାନୀ ପୋଷ୍ଟରୁ ଗୁଳିମାଡ଼ ହେଉଛି। ଗତକାଲି ରାତିସାରା ଏଲଓସିର ବାରମୁଲ୍ଲା, କୁପୱାରା, ପୁଞ୍ଚ ନୌସେରା ଓ ଅଖନୁର ସେକ୍ଟରରେ ବିଭିନ୍ନ ସ୍ଥାନରୁ ଗୁଳିମାଡ଼ ହେଉଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ହୋଇଛି ଏଲଓସି । ଗତ ୧-୨ ମଇ ୨୦୨୫ ରାତିରେ ପାକିସ୍ତାନୀ ସେନା କୁପୱାଡ଼ା, ବାରାମୁଲା, ପୁଂଛ, ନୌଶେରା ଓ ଅଖନୂର ଅଞ୍ଚଳରେ ଭାରତୀୟ ଚୌକିଗୁଡ଼ିକୁ ନିଶାନା କରି ଅନାବଶ୍ୟକ ଭାବେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା ଆରମ୍ଭ କରିଥିଲା । ପାକିସ୍ତାନ ସେନାର ଘନଘନ ଗୁଳିମାଡ଼ କରୁଛି। ଏହାର ମୁହଁତୋଡ଼ ଜବାବ ଦେଉଛି ଭାରତ। ଭାରତୀୟ ଯବାନ ପାଲଟା ଗୁଳି ବର୍ଷା କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login