The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି

Facebook
Twitter
LinkedIn

ଇସଲାମବାଦ: ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ପାକିସ୍ତାନର ପରିସ୍ଥିତି ଅତ୍ୟନ୍ତ ଖରାପ । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ପରେ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ପାକିସ୍ତାନର ଅଧିକାରୀମାନେ ସୋମବାର କହିଛନ୍ତି । ଅନେକ ଘର ନଷ୍ଟ ହୋଇଯାଇଛି ଏବଂ ରାସ୍ତାଘାଟ ସବୁଆଡେ ପାଣିରେ ପରିପୂର୍ଣ୍ଣ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ପ୍ରାକୃତିକ ବିପର୍ୟ୍ୟୟରେ ଲୋକଙ୍କୁ ରିଲିଫ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login