The Ultimate Managed Hosting Platform
ADVERTISEMENT

ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିଣୀ ନିଷ୍ପତ୍ତି : ଅରୁଣ

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସରେ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ଶେଷ । ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ଅରୁଣ ସାହୁ । କାର୍ଯ୍ୟକାରିଣୀ ନେଇ ପର୍ଯ୍ୟାୟ କ୍ରମେ ନିଷ୍ପତ୍ତି । କିଏ କେଉଁ ପଦରେ ରହିବେ ନବୀନ ବାବୁ ନିଷ୍ପତ୍ତି ନେବେ । ଦଳରେ କୈାଣସି କନ୍ଦଳ କି ବିଦ୍ରୋହ ନାହିଁ । ବିଜେପି ସଭାପତି ଚୟନ ବିଳମ୍ବକୁ କଟାକ୍ଷ କଲେ ।
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି । ଦଳକୁ କିପରି ସୁଦୃଢ କରିବେ ସେନେଇ ମଧ୍ୟ ହୋଇପାରେ ଆଲୋଚନା । ବରିଷ୍ଠ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ନବୀନ । ସୂଚନାଯୋଗ୍ୟ, ୨୦୦୦ରୁ ୨୦୨୪ ରାଜ୍ୟ ବିକାଶର ସୁବର୍ଣ୍ଣ ଯୁଗ ଥିଲା । ବିଜେଡି ସବୁବେଳେ ରାଜ୍ୟବାସୀଙ୍କ ସେବା କରି ଚାଲିଛି , ଆଗାମୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କ ସେବା କରିବ ବୋଲି କହିଛନ୍ତି ନବୀନ । ଆଞ୍ଚଳିକ ବିକାଶ ଉପରେ ବିଜେଡିର ଫୋକସ୍ । ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଶାର ସ୍ଵାଭିମାନ ଆମ ପାଇଁ ସବୁଠୁ ଊର୍ଦ୍ଧ୍ଵରେ ବୋଲି କହିଥିଲେ ନବୀନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login