The Ultimate Managed Hosting Platform
ADVERTISEMENT

ପଦ୍ମ ଧରିଲେ ଭର୍ତ୍ତୁହରି ଓ ସିଦ୍ଧାନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିରେ ମିଶିଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ୟ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି । ସିଦ୍ଧାନ୍ତ ଏହାପୂର୍ବରୁ ୨ ଥର ବ୍ରହ୍ମପୁରରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ । ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା

ଗୁଜୁରାଟ : ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ । ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ...

Login